30.1 C
Bhubaneswar
Tuesday, February 10, 2026
Homeଓଡିଶାକେନ୍ଦ୍ର ଗୃହମନ୍ତ୍ରୀଙ୍କ  ଗସ୍ତ କାର୍ଯ୍ୟସୂଚୀ

କେନ୍ଦ୍ର ଗୃହମନ୍ତ୍ରୀଙ୍କ  ଗସ୍ତ କାର୍ଯ୍ୟସୂଚୀ

ଭୁବନେଶ୍ୱର:  କାଲି ଦିନ ୧ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବେ ଅମିତ ଶାହ ।  ବିମାନବନ୍ଦରରୁ ଯିବେ ଲୋକସଭା । ଏହାପରେ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ହେବେ ସାମିଲ । ରାତିରେ ଆଇପିଏସ ମେସରେ  ରାତ୍ରଯାପନ କରିବେ । ଶନିବାର ଓ ରବିବାର ଡିଜିପି ସମ୍ମିଳନୀରେ ସାମିଲ ହେବେ । ଏନେଇ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଭାବରେ କଡାକଡି କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking