30.1 C
Bhubaneswar
Saturday, March 21, 2026
Homeଓଡିଶାସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି: ୨ମୃତ

ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି: ୨ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ନୟା ମଣ୍ଡି ଥାନା ଅଞ୍ଚଳରେ ଏକ କାଗଜ ମିଲରେ କାମ କରୁଥିବା ଦୁଇ ଯୁବକଙ୍କ ସ୍କୁଟି ଶନିବାର ସକାଳେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ ମୃତକଙ୍କ ନାମ ଭିକି ଏବଂ ଅଭୟ।  ଯେଉଁମାନେ ମୁଜାଫରନଗରର ବାସିନ୍ଦା। ପୋଲିସ ସର୍କଲ୍ ଅଫିସର ରାଜୁ କୁମାର ସାବ କହିଛନ୍ତି ଯେ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି। ସେ କହିଛନ୍ତି ଯେ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଜଣା ଗାଡ଼ିର ଡ୍ରାଇଭରଙ୍କୁ ଖୋଜା ଚାଲିଛି। ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking