21.1 C
Bhubaneswar
Friday, December 19, 2025
Homeଓଡିଶାମିଳିଲାନି ରକ୍ତ: ନାବାଳକ ମୃତ

ମିଳିଲାନି ରକ୍ତ: ନାବାଳକ ମୃତ

ରାୟଗଡା: ଅକାଳରେ ଚାଲିଗଲା ନାବାଳକଙ୍କ ଜୀବନ । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ଘଟିଛି । ଜ୍ୱର ହେବାରୁ ଗତକାଲି ମେଡିକାଲ ଆସିଥିଲେ । ରକ୍ତ କେନ୍ଦ୍ରରେ  ରକ୍ତ ନଥିବାରୁ ଫେରାଇ ଦେଇଥିଲେ ଡାକ୍ତର ।  କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ପକ୍ଷରୁ ଧାରଣା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking