29.1 C
Bhubaneswar
Friday, January 24, 2025
Homeଦେଶ ବିଦେଶସ୍ତ୍ରୀକୁ ମନାଇ ପାରିଲେନି : ନିଜକୁ ଜାଳିଦେଲେ ସ୍ୱାମୀ   

ସ୍ତ୍ରୀକୁ ମନାଇ ପାରିଲେନି : ନିଜକୁ ଜାଳିଦେଲେ ସ୍ୱାମୀ   

ନୂଆଦିଲ୍ଲୀ : ସ୍ତ୍ରୀକୁ ମନାଇ ନପାରି ଶେଷରେ ନିଜକୁ ଜାଳିଦେଲା ସ୍ୱାମୀ । ସ୍ତ୍ରୀ ଘର ଆଗରେ ଦେହରେ ନିଆଁ ଲଗାଇ ଜୀବନ ହାରିଲେ  ସ୍ୱାମୀ । ଦମ୍ପତ୍ତି କିଛି ଦିନ ହେବ ଅଲଗା ରହୁଥିଲେ  । ସ୍ୱାମୀଙ୍କ ସହ ବିଚ୍ଛେଦ ହେବାକୁ ଚାହୁଁଥିଲେ ପତ୍ନୀ ।  ପତ୍ନୀଙ୍କୁ  ବୁଝାଇବାକୁ ଯୁବକ ଜଣଙ୍କ  ବାରମ୍ବାର  ତାଙ୍କ ଘରକୁ ଆସୁଥିଲେ ।  ମହିଳା ଜଣଙ୍କ ନଶୁଣିବାରୁ ଶେଷରେ  ଦେହରେ ନିଆଁ ଲଗାଇଥିଲେ । ବର୍ତ୍ତମାନ ପରିସ୍ଥିତି ଶୋକର ଛାୟା ଖେଳିଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking