19.1 C
Bhubaneswar
Saturday, February 7, 2026
Homeଓଡିଶାକମେଣ୍ଟମରା ସହି ନ ପାରି ବିଷ ପିଇଦେଲେ ଯୁବତୀ

କମେଣ୍ଟମରା ସହି ନ ପାରି ବିଷ ପିଇଦେଲେ ଯୁବତୀ

ପୋଲସରା: କବିସୂର୍ଯ୍ୟ ଥାନା ଅଞ୍ଚଳରେ ଅଘଟଣ। ଘରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ହସପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୋଦଳା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଷପିଇ ଜୀବନ ହାରିଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ଜଣେ ଯୁବକଙ୍କ କମେଣ୍ଟମରାକୁ ସହି ନ ପାରି ଯୁବତୀ ଜଣଙ୍କ ବିଷପିଇ ଜୀବନ ହାରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking