ଭୁବନେଶ୍ୱର: ଖୁବଶୀଘ୍ର ସରିବ କ୍ୟାପିଟାଲ ମେଡିକାଲ କଲେଜ ବିଲ୍ଡିଂ କାଯ୍ୟ କରାଯିବ । ଜୁଲାଇ ୩୧ ସୁଦ୍ଧା ସରିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସମୀକ୍ଷା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।