21.1 C
Bhubaneswar
Friday, February 6, 2026
Homeଓଡିଶାକାଲି ଅପରାହ୍ମ ୩ଟା ପର୍ଯ୍ୟନ୍ତ ୟୁଜି ନାମଲେଖା

କାଲି ଅପରାହ୍ମ ୩ଟା ପର୍ଯ୍ୟନ୍ତ ୟୁଜି ନାମଲେଖା

ଭୁବନେଶ୍ୱର: ପ୍ରଥମ ରାଉଣ୍ଡ  ୟୁଜି ୨୦୨୫- ୨୬ ନାମଲେଖା ଅବଧି ବଢିଲା । ଜୁନ ୨୧ ତାରିଖ  ଅପରାହ୍ମ ୩ଟା ପର୍ଯ୍ୟନ୍ତ ବଢିଲା ।  ଟଙ୍କା ଜମା କରି ନଥିଲେ ବର୍ଧିତ ସମୟ ଭିତରେ କରିପାରିବେ ।  ଯଦି କଲେଜରେ ରିପୋର୍ଟ କରିପାରିନାହାନ୍ତି କରିପାରିବେ । Freeze / Slide / Float ଅପ୍ସନ ମଧ୍ୟ ଆପଣାଇପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking