25.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଦୁଇ ଯୁବକଙ୍କୁ ନିର୍ମମ ହତ୍ୟା

ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା

ଛତିଶଗଡ : ଛତିଶଗଡ  ବିଜାପୁରରେ  ମାଓବାଦୀଙ୍କ ବର୍ୱରକାଣ୍ଡ ଘଟିଛି । ପୁଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି । ବାସାଗୁଡା ବଡାଗାଚେରୁ ଗାଁରେ ନିର୍ମମ ହତ୍ୟା କରାଯାଇଛି । ଗାଁରେ ମୃତଦେହ ପକାଇ ଚାଲିଗଲେ ମାଓବାଦୀ । ଅନ୍ୟପଟେ  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ  ୧୨ଟି ବୋମା ଉଦ୍ଧାର । ରେଳ ୱାଗନ ଭିତରୁ ବୋମା ଜବତ କରାଯାଇଛି । ଷ୍ଟେସନକୁ ଆସୁଥିବା  ରେଳ ୱାଗନକୁ ଯାଞ୍ଚ ବେଳେ ଉଦ୍ଧାର ହୋଇଛି । ଯାଞ୍ଚ ସମୟରେ ରେଲୱେ ପୋଲିସ  ଓ ରେଳ କର୍ମଚାରୀ ୧୨ଟି  ବୋମା ଜବତ କରିଥିଲେ । ବୋମାଗୁଡିକୁ ସଇଁତଳା ଅଡିନାନ୍ସ ଫେକ୍ଟୋରୀର ହୋଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି ।  ତେବେ ଜବତ ପରେ ସମସ୍ତ ବୋମା ଅଡିନାନ୍ସ  ଫ୍ୟାକ୍ଟ୍ରିକୁ ଫେରାଇ ଦିଆଯାଇଥିବା  ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ତେବେ ରେଳ ୱାଗନରୁ ବୋମା କିପରି ଆସିଲା ଏଯାଏଁ  ଅସ୍ପଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking