ଗଞ୍ଜାମ: ଦୁଇ ଗାଁ ମଧ୍ୟରେ ଉତ୍ତେଜନା, ମାରପିଟ୍ । ନୂଆ ମୁହାଁଣ ଖୋଳିବାକୁ ନେଇ ମାରପିଟ୍ । ଆଲୋଚନା ବେଳେ ମୁହାଁମୁହିଁ ହେଲେ ଦୁଇ ଗାଁର ଲୋକେ । ଗଣ୍ଡଗୋଳରେ ୫ରୁ ଅଧିକ ଆହତ । ପ୍ରଶାସନର ଉପସ୍ଥିତିରେ ଚାଲିଥିଲା ଆଲୋଚନା । ଚିକିଟି ବ୍ଲକ ରାମେୟାପାଟଣା ଓ କତୁରୁ ଗାଁ ଲୋକ ମୁହାଁମୁହିଁ । ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଲାଗୁ ।










