14.1 C
Bhubaneswar
Thursday, January 15, 2026
Homeଓଡିଶାଦୁଇ ଗାଡି ଧକ୍କା :  ୬ ଗୁରୁତର

ଦୁଇ ଗାଡି ଧକ୍କା :  ୬ ଗୁରୁତର

ବାଲେଶ୍ୱର : ନୂଆବର୍ଷରେ ଅଘଟଣ ।  ଏକ ବୋଲେରୋ ଏବଂ ମହିନ୍ଦ୍ରା  ଏକ୍ସୟୁଭି ଗାଡି  ମୁହାଁମୁହିଁ ଧକ୍କା ହେବାରୁ  ୬ ଗୁରୁତର ହୋଇଛନ୍ତି ।  ଏଭଳି ଦୁର୍ଘଟଣା ଆଜି ସକାଳେ  ବାଲେଶ୍ୱର ଜିଲ୍ଲା  ୫୭ ନମ୍ବର  ରାଜ୍ୟ ରାଜପଥ ବେଣୁଦା ଛକ ନିକଟରେ  ଘଟିଛି ।  ବୋଲେରୋଟି ମୟୂରରଭଞ୍ଜରୁ ବାହାରି ଦୀଘା ଅଭିମୁଖେ ଯାଉଥିଲା। ସେହିପରି ମହିନ୍ଦ୍ରା ଏକ୍ସୟୁଭି ଗାଡ଼ିଟି ବାଲେଶ୍ୱର ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ବେଣୁଦା ଛକ ନିକଟରେ ଆଜି ଭୋରରୁ ମୁହାଁମୁହିଁ ଧକ୍କା ହୋଇଥିଲେ। ଏଥିରେ ଉଭୟ ଗାଡ଼ିରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ୍ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ଜଳେଶ୍ୱରପୁର ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୪ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଗୋଟିଏ ଗାଡ଼ିର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking