15.1 C
Bhubaneswar
Monday, December 8, 2025
Homeଓଡିଶାଦୁଇ ଟ୍ରକ୍ ମୁହାଁମୁହିଁ: ହେଲପର୍ ମୃତ, ଡ୍ରାଇଭର ଗୁରୁତର

ଦୁଇ ଟ୍ରକ୍ ମୁହାଁମୁହିଁ: ହେଲପର୍ ମୃତ, ଡ୍ରାଇଭର ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା   ୨୬ ନମ୍ବର  ଜାତୀୟ ରାଜପଥ   ଶଗଡା ନଦୀ ପୋଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ୨୫ ଫୁଟ ତଳକୁ ଖସିଲା କାର ।   ସୋମବାର ସକାଳେ  ବରଗଡ ବୋରିଗୁମ୍ମା  ଜାତୀୟ ରାଜପଥ ୨୬ର   ଭବାନୀପାଟଣା ଜୁନାଗଡ  ମଧ୍ୟରେ ଥିବା ଶଗଡା ନଦୀ ପୋଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା  ଘଟିଛି ।  ମାରୁତି କାର ନବରଙ୍ଗପୁର ଭବାନୀପାଟଣା ଯାଉଥିବା ଗଡା ନଦୀ ନିକଟରେ  କୌଣସି  କାରଣରୁ  ଚାଳକ କାରରୁ ନିୟନ୍ତ୍ରଣ ହରାଇଥିଲା ।  ଫଳରେ କାରଟି  ରାସ୍ତା କଡରେ ପ୍ରାୟ  ୨୫ ଫୁଟ ତଳକୁ  ଖସି ପଡି  ଓଲଟି ପଡିଛି ।  ଘଟଣାସ୍ଥଳରେ   ହେଲପରର ମୃତ୍ୟୁ ହୋଇଥିବା ବେଳେ   ଡ୍ରାଇଭର ଗୁରୁତର ଥିବା ଜଣାୁଡିଛି ।  ଖବର ପାଇ ଦେଓଗାଁ  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଆହତଙ୍କୁ ଉଦ୍ଧାର କରି  ମେଡିକାଲରେ ଭର୍ତ୍ତି  କରାଯାଇଛି ।  ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟି ଥିବାରୁ ଦୁଇ  ୧୨ କିଲୋମିଟର ପର୍ଯ୍ୟନ୍ତ ଗାଡି ଜମା  ହୋଇ ରହିଛି । ଫଳରେ ଯାତାୟତ ପ୍ରଭାବିତ ହୋଇଛି ।

https://www.youtube.com/watch?v=fGKS8ntM3dA

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking