18.1 C
Bhubaneswar
Saturday, December 6, 2025
Homeଓଡିଶାଜଳିଗଲା ଦୁଇ ମହଲା କୋଠା : ୨ ଗୁରୁତର

ଜଳିଗଲା ଦୁଇ ମହଲା କୋଠା : ୨ ଗୁରୁତର

କଟକ : ଦୁଇ ମହଲା କୋଠାରେ  ନିଆଁ ଲଆଗି ଯୁବକ , ଯୁବତୀ ଗୁରୁତର  ଅଛନ୍ତି । ସିଡିଏ ସେକ୍ଟର ୭ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡିହେଇ ୨ ଗୁରୁତର ଅଛନ୍ତି । ଗୁରୁତର ମାନଙ୍କୁ ଘରୋଇ ମେଡିକାଲରେ ଭର୍ତତ୍‌ି କରାଯାଇଛି । ଘରର ସମସ୍ତ ଆସବାବ ପତ୍ର ସହ କାର ଓ ୨ଟି ବାଇକ ଜଳିଯାଇଛି । କିନ୍ତୁ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking