30.1 C
Bhubaneswar
Saturday, March 21, 2026
Homeଓଡିଶାଗାଡ଼ି ଧକ୍କାରେ ଚାଷୀଙ୍କ ସହ ଆଖିବୁଜିଲେ ଦୁଇ ବଳଦ

ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଆଖିବୁଜିଲେ ଦୁଇ ବଳଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥ ଧରଣୀଧରପାଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇଛିl ମୃତକ ହେଲେ କନ୍ତସରା ଗ୍ରାମର କଂସାଳି ପାତ୍ରl ଚାଷୀ କଂସାଳି ଦୁଇଟି ବଳଦ ନିକଟସ୍ଥ ଗମଲେଇ ହାଟକୁ ଯିବାକୁ ରାତି ପ୍ରାୟ ତିନିଟାରେ ଘରୁ ବାହାରି ଥିଲେ l ୧୪୩ ନଂ ଜାତୀୟ ରାଜପଥରେ ଦୁଇ ବଳଦ ସହ ସେ ଚାଲିଚାଲି ଯାଉଥିଲେ l ଧରଣୀଧରପାଲି ନିକଟରେ ପଛରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଅଜଣା ଗାଡ଼ି କଂସାଳିଙ୍କ ସହ ଦୁଇ ବଳଦ ଉପରେ ଚଢ଼ି ଚାଲି ଯାଇଥିଲା l ଫଳରେ ଘଟଣାସ୍ଥଳରେ ଚାଷୀ କଂସାଳିଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇ ଯାଇଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking