32.1 C
Bhubaneswar
Friday, October 18, 2024
Homeଓଡିଶାଦଳିଦେଲା ଦନ୍ତା, ୨ ମୃତ

ଦଳିଦେଲା ଦନ୍ତା, ୨ ମୃତ

ଟାଙ୍ଗୀ: ଦଳିଦେଲା ଦନ୍ତା । ୨ ମୃତ । କଟକ ଜିଲ୍ଲା ଟାଙ୍ଗୀ ଥାନା ପରୀରଡ ପଞ୍ଚାୟତ ସିଦ୍ଧେଶ୍ବର ମନ୍ଦିର ନିକଟ ବିଲରେ ଅଭାବନୀୟ ଘଟଣା । ଦୁଇ ମୃତକ ପାରି ଓରଡ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଓ ପରୀରଡ ଗାଁର ଲକ୍ଷ୍ମୀଧର ବେହେରା ।

ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବିଲକୁ ଯାଉଥିବା ବେଳେ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦୁଇଟି ମୃତଦେହ ପଡି ରହିଛି । ଟାଙ୍ଗୀ ବନ ବିଭାଗ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।

ବର୍ତ୍ତମାନ 12 ଟି ରାଜ୍ୟରେ ବିଜେପି ସରକାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking