Sign in Welcome! Log into your account your username your password Forgot your password? Get help Password recovery Recover your password your email A password will be e-mailed to you. Homeଓଡିଶାପୋଖରୀରେ ବୁଡି ଦୁଇ ଭାଇ ମୃତ ଓଡିଶା ପୋଖରୀରେ ବୁଡି ଦୁଇ ଭାଇ ମୃତ By Ona Khabara 14/11/2024 0 Share FacebookTwitterPinterestWhatsAppLinkedinReddItTelegram କାମାକ୍ଷାନଗର : ପୋଖରୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଉଭୟେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ପାଣିରେ ବୁଡି ଯିବାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି । କାମାକ୍ଷାନଗର ଏକତାଳି ଗାଁର ଘଟଣା ଅଟେ । Share FacebookTwitterPinterestWhatsAppLinkedinReddItTelegram Previous articleକାଲି ଭିସିରେ ମୋଦିଙ୍କ ଉଦବୋଧନNext articleବାକି ଟଙ୍କା ମାଗିବାରୁ ଦୋକାନୀଙ୍କୁ ଆକ୍ରମଣ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ୨ ବସ୍ ମୁହାଁମୁହିଁ ଧକ୍କା: ଜଣେ ମୃତ ଓଡିଶା ଫାର୍ମା ହବ୍ ହେବ ଓଡିଶା: ମୁଖ୍ୟମନ୍ତ୍ରୀ ଓଡିଶା ବିଷାକ୍ତ ଖାଦ୍ୟ ଖାଇ ୯୮ ଛାତ୍ର ଅସୁସ୍ଥ ଓଡିଶା ଭଦ୍ରକରେ ଏନକାଉଣ୍ଟର: ଅପରାଧୀ ଆହତ