36.1 C
Bhubaneswar
Wednesday, March 4, 2026
Homeଓଡିଶାଦୁଇ ବାଇକ ମୁହାଁମୁହିଁ : ଜଣେ ମୃତ

ଦୁଇ ବାଇକ ମୁହାଁମୁହିଁ : ଜଣେ ମୃତ

କେନ୍ଦୁଝର: କେନ୍ଦୁଝର ସାହାରପଡାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିଲା ବେଳେ  ଜଣେ ଗୁରୁତର ଅଛନ୍ତି । ମୃତକ ହେଉଛନ୍ତି ଯଶୀପୁର ମଠର ମହନ୍ତ ସ୍ୱାମୀ ଅଭୟାନନ୍ଦ ସରସ୍ୱତୀ । ତାଙ୍କୁ ସଙ୍ଗେସଙ୍ଗେ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking