31.1 C
Bhubaneswar
Thursday, July 4, 2024
Homeଓଡିଶାଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ମୃତ

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ମୃତ

ଦେବଗଡ : ୨୩ ନମ୍ବର ଜାତୀୟ ରାଜପଥରେ ଦୁଇ ମଟରସାଇକଲ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକଙ୍କ ମଧ୍ୟରୁ ଜଣେ ନିକଟସ୍ଥ ବଲାଣୀ ଗ୍ରାମର ଚିନ୍ତାମଣି ସାହୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରି ନାହିଁ । ଯୁବକ ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ଅନୁମାନ କରାଯାଇଛି । ବାଇକ ସହ ଅନ୍ୟ ଏକ ବାଇକ ମଧ୍ୟରେ ୨୩ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଛି । ଆହତ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking