19.1 C
Bhubaneswar
Monday, December 8, 2025
Homeଓଡିଶାବସ୍ତିରୁ ବାର ସବୁଠି ବାଂଲାଦେଶୀ: ମନ୍ତ୍ରୀ

ବସ୍ତିରୁ ବାର ସବୁଠି ବାଂଲାଦେଶୀ: ମନ୍ତ୍ରୀ

ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ  ଟ୍ୱିନସିଟିରେ ଅପରାଧ ବଢୁଛି ।  ବସ୍ତିରୁ ବାର ସବୁଠି ମାତିଛନ୍ତି ବାଂଲାଦେଶୀ  ଅନୁପ୍ରବେଶକାରୀ ।  ଚୋରା  ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି ।  ଚେକ ଦେବାକୁ ନଗର ଉନ୍ନୟନ ଓ ବିଭାଗର ଆକ୍ସନ ପ୍ଲାନ । ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ ।  ବସ୍ତିରେ ରହୁଥିବା  ଅପରାଧିଙ୍କ  ଘରକୁ ଭଙ୍ଗା  ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking