23.1 C
Bhubaneswar
Wednesday, December 31, 2025
Homeଓଡିଶାଗାଡ଼ି ଧକ୍କାରୁ ତୁମୁଳ କାଣ୍ଡ: କର୍ପୋରେଟର ଆହତ

ଗାଡ଼ି ଧକ୍କାରୁ ତୁମୁଳ କାଣ୍ଡ: କର୍ପୋରେଟର ଆହତ

ଭୁବନେଶ୍ୱର: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର ଥାନାରେ ମାମଲା ପରେ ୫ ଜଣ ଅଟକ, ଅଡି କାର୍‌ ଜବତ ହୋଇଛି।ପୋଷ୍ଟରକୁ ନେଇ ବାଇଁଆ ସମର୍ଥକ ଓ ବିଜେଡି ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking