ଦିଗପହଣ୍ଡି: ଦିଗପହଣ୍ଡିରୁ ଆସିଛି ଏକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବାର ଏକ ଲଜ୍ଜାଜନକ ଘଟଣା। ପାତ୍ରପୁର ଜରଡ଼ା ଥାନା ଅଞ୍ଚଳରେ ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ସୂଚନା ମିଳିଛି । ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଟ୍ୟୁସନ ସାରଙ୍କୁ ଗିରଫ କଲା ପୋଲିସ। ଟ୍ୟୁସନ ସାର୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଜରଡ଼ା ପୋଲିସ।










