26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଟ୍ରମ୍ପଙ୍କୁ ସୁରକ୍ଷା ଦେଉଛି ରୋବୋଟିକ କୁକୁର

ଟ୍ରମ୍ପଙ୍କୁ ସୁରକ୍ଷା ଦେଉଛି ରୋବୋଟିକ କୁକୁର

ୱାଶିଂଟନ:ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏକ ରୋବୋଟିକ କୁକୁର ନିୟୋଜିତ କରାଯାଇଛି । ଏହି ରୋବୋଟିକ କୁକୁରକୁ ସବୁଠାରୁ  ବିପଦଜ୍ଜନକ ବୋଲି କୁହାଯାଉଛି । ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ଏହି ରୋବୋଟିକ୍ କୁକୁର ହେଉଛି ଏକ ସର୍ଭିଲାନ୍ସ ରୋବଟ୍ କୁକୁର, ଯାହାର ଆଖି ପ୍ରତି ମୁହୂର୍ତ୍ତରେ ଶତ୍ରୁ ଉପରେ ରହିଥାଏ। ଏଥିରେ ନିୟୋଜିତ ରୋବୋଟିକ୍ କୁକୁର ଏକ ରିମୋଟ୍ କଣ୍ଟ୍ରୋଲ୍ ସର୍ଭିଲାନ୍ସ ୟୁନିଟ୍, ଯେଉଁଥିରେ ଆଧୁନିକ ସେନ୍ସର ଏବଂ ଟେକ୍ନୋଲୋଜି ରହିଛି, ଯେଉଁଥିରୁ ଏହାର ତଦାରଖ କରାଯାଏ।ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବଳୟକୁ କ୍ରମାଗତ ଭାବେ ସୁଦୃଢ଼ କରାଯାଉଛି । ଏହି କ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ନିଆଯାଇଛି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking