ବ୍ୟୁରୋ: ଲଘୁ ଖଣିଜ ପରିବହନ କରୁଥିବା ଟ୍ରକ ମାଲିକ ସଂଘର ଚେତାବନୀ। ୧୧ ଦଫା ଦାବି ପୂରଣ ନ ହେଲେ ୧୦ ତାରିଖରୁ ପରିବହନ ବନ୍ଦ ଚେତାବନୀ । ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ନିଷ୍ପତ୍ତି । ୯ ତାରିଖ ସୁଦ୍ଧା ଦାବି ପୂରଣ କରିବାକୁ ଟ୍ରକ ମାଲିକଙ୍କ ଡେଡ଼ଲାଇନ । ନଚେତ ୫ ହଜାରରୁ ଅଧିକ ଟ୍ରକ ଅନିର୍ଦିଷ୍ଟ କାଳ ଯାଏଁ ଚକ ବନ୍ଦ ଆନ୍ଦୋଳନ କରିବେ । ନଦୀ ବାଲି ପରିବହନ ବେଳେ ଅଯଥା ଜରିମାନ ହେଉଥିବା ଅଭିଯୋଗ ।