23.1 C
Bhubaneswar
Monday, February 9, 2026
Homeଓଡିଶାବଚସାରୁ ଦୋକାନ ଉପରେ ଚଢ଼ାଇଦେଲା ଟ୍ରକ୍‌

ବଚସାରୁ ଦୋକାନ ଉପରେ ଚଢ଼ାଇଦେଲା ଟ୍ରକ୍‌

ପାରାଦୀପ: ବଚସାରୁ ଦୋକାନ ଉପରେ ଚଢ଼ାଇଦେଲା ଟ୍ରକ୍‌ । ଦୋକାନୀକୁ ମାରିବା ପାଇଁ ଦୋକାନ ଉପରେ ଚଢ଼ାଇଦେଲା ଟ୍ରକ୍‌ । ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୋକାନୀ । ସ୍ପେୟାର ପାର୍ଟ ଦୋକାନ ଚୁରମାର ହୋଇଯାଇଛି । ଭୂତମୁଣ୍ଡାଇ ଜଗତିଗଡ଼ାରେ ବଚସା ପରେ ଟ୍ରକ୍‌ ଚଢ଼ାଇଦେଲା ଚାଳକ । ଦୁହିଁଙ୍କ ମଧ୍ୟରୁ ପୂର୍ବରୁ ବିବାଦ ଥିବା ସୂଚନା ମିଳିଛିଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଜବତ କରିଛି ଲକ୍‌ ଥାନା ପୋଲିସ । ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking