17.1 C
Bhubaneswar
Tuesday, December 9, 2025
Homeଓଡିଶାଦୋକାନ ଭିତରେ ଟ୍ରକ: ଜଣେ ମୃତ

ଦୋକାନ ଭିତରେ ଟ୍ରକ: ଜଣେ ମୃତ

ଜୟପୁର: ଦେକାନ ଭିତରକୁ ପଶିଗଲା ମାଲ୍ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ଗୁରୁତର ଥିବା ନେଇ ସୂଚନା ମିଳିଛି । ସଦର ଥାନା ବାରିଣୀପୁଟ ପଞ୍ଚାୟତ ନିକଟରେ ଟ୍ରକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରକ୍ ହଠାତ୍ ଦୋକାନ ଭିତରକୁ ପଶିଗଲା । ଟ୍ରକ୍ ସମ୍ମୁଖ ଭାଗ ଚୁରମାର୍ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣା ପରେ ଏନଏଚ୍ – ୨୬କୁ ଅବରୋଧ କରି ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking