20.1 C
Bhubaneswar
Saturday, February 14, 2026
Homeଓଡିଶାଟ୍ରକକୁ ପିଟିଲା ଟ୍ରେଲର, ଡ୍ରାଇଭର ମୃତ

ଟ୍ରକକୁ ପିଟିଲା ଟ୍ରେଲର, ଡ୍ରାଇଭର ମୃତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଘଟଣା ସ୍ଥଳରେ ଚାଲିଯାଇଛି ଡ୍ରାଇଭର ର ଜୀବନ। ଟ୍ରକକୁ ପଛପଟୁ ପିଟିଲା ଟ୍ରେଲର। ଘଟଣା ସ୍ଥଳରେ ଡ୍ରାଇଭର ମୃତ। ଏନଏଚ ୫୨୦ ବିଲେଇପଦା ନିକଟରେ ଏମିତି ଭୟାନକ ଦୁର୍ଘଟଣା ଘଟିଛି। ତେବେ ସୂଚନା ମୁତାବକ ମୃତ ଟ୍ରକ ଡ୍ରାଇଭର ଜଣକ ହେଉଛନ୍ତି ଝାଡ଼ଖଣ୍ଡର କୈଳାସ ସିଂ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking