ଆନନ୍ଦପୁର: ଓଭରବ୍ରିଜରୁ ଖସିଲା ମାଲବାହୀ ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଘଷିପୁରା ଥାନା ଏନଏଚ- ୨୦ କନ୍ତୋ ଓଭରବ୍ରିଜରେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।