33.1 C
Bhubaneswar
Wednesday, April 16, 2025
Homeଦେଶ ବିଦେଶଟ୍ରକ-ଭ୍ୟାନ ଧକ୍କା: ୫ ମୃତ,୧୦ ଆହତ

ଟ୍ରକ-ଭ୍ୟାନ ଧକ୍କା: ୫ ମୃତ,୧୦ ଆହତ

କର୍ଣ୍ଣାଟକ: କାଲାବୁରାଗି ଜିଲ୍ଲାର ନେଲୋଗି କ୍ରସ ନିକଟରେ ଏକ ଭ୍ୟାନ ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ମର୍ମନ୍ତୁଦ ଦୁର୍ଘଟଣା କର୍ଣ୍ଣାଟକରେ ଘଟିଛି ।  ଦୁର୍ଘଟଣାଟି ଭୋର ପ୍ରାୟ ୩:୩୦ ସମୟରେ ଘଟିଥିଲା । ମୃତକମାନେ ବାଗାଲକୋଟ ଜିଲ୍ଲାର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି ।  ଦୁର୍ଘଟଣାରେ ଆହତମାନଙ୍କୁ କାଲାବୁରାଗି ଡାକ୍ତରଖାନାକୁ ପଠାଯାଇଛି। କାଲାବୁରାଗି ଏସପି ଏ ଶ୍ରୀନିବାସୁଲୁ ପରିସ୍ଥିତିର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚି ବୁଲି ଦେଖିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking