21.1 C
Bhubaneswar
Friday, December 19, 2025
Homeଓଡିଶାଟ୍ରକ- କାର ଧକ୍କା: ଚାଲିଗଲା ଇଞ୍ଜିୟରଙ୍କ ଜୀବନ

ଟ୍ରକ- କାର ଧକ୍କା: ଚାଲିଗଲା ଇଞ୍ଜିୟରଙ୍କ ଜୀବନ

ବରଗଡ: ବରଗଡ ରାସ୍ତାରେ ଶନିବାର ସଡକ ଦୁର୍ଘଟଣା ଘଟିଛି ।  ଟ୍ରକକୁ ଅନ୍ୟ ଏକ କାର ଧକ୍କା ଦେବା ଫଳରେ  କାର ଚାଳକଙ୍କ ମୃତ୍ୟୁ ହୋଇଛି ।  ମୃତକ ଜଣଙ୍କ ହେଲେ ଇଞ୍ଜନିୟର ତୁଷାର ଭଦ୍ରା ।  ସୋହେଲା ବ୍ଲକ  କାଯ୍ୟାଳୟରେ  ସେ କାଯ୍ୟରତ ଥିଲେ ।  ଧନୁଯାତ୍ରା  ସାଂସ୍କୃତିକ କମିଟିର ଜଣେ ସକ୍ରିୟ ସଦସ୍ୟ ଥିଲେ ।  ତାଙ୍କ ଅକାଳ ବିୟୋଗରେ  ବରଗଡରେ ଗଭୀର ଶୋକ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking