26.1 C
Bhubaneswar
Wednesday, February 4, 2026
Homeଓଡିଶାଏନଏଚରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍‌

ଏନଏଚରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍‌

ନୂଆପଡ଼ା: ନୂପଡାରେ ଏକ ବଡ ଅଘଟଣ ଟଳିଛି। ଜାତୀୟ ରାଜପଥ ୩୫୩ରେ ହୁତୁ ହୁତୁ ହୋଇ ଜଳିଗଲା ମାଲ୍‌ ବୋଝେଇ ଟ୍ରକ୍‌। ଉଦ୍ୟାନବନ୍ଧ ଗାଁ ନିକଟରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା। ଖବର ପାଇ କୋମନାରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା। ନିଆଁ କେମିତି ଲାଗିଲା ତାହା ଜଣାପଡ଼ିନାହିଁଏହି ଘଟଣାରେ ଡ୍ରାଇଭର, ହେଲ୍‌ପର ସୁରକ୍ଷିତଥିବା ନେଇ ମିଳିଛି ସୂଚନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking