19.1 C
Bhubaneswar
Thursday, February 12, 2026
Homeଓଡିଶାଟ୍ରକ-ବାଇକ ଧକ୍କା: ବାଇକ୍ ଆରୋହୀ ମୃତ, ଦୁଇ ଆହତ

ଟ୍ରକ-ବାଇକ ଧକ୍କା: ବାଇକ୍ ଆରୋହୀ ମୃତ, ଦୁଇ ଆହତ

ନୂଆପଡା: ନୂଆପଡା ଜିଲ୍ଲା କୋର୍ଟ  ୩୫୩ ନମ୍ବର ଜାତୀୟ ରାଜପଥରେ  ଜଣେ ବାଇକ ଆରୋହୀଙ୍କ  ମୃତ୍ୟୁ ହୋଇଛି । ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି । ନୂଆପଡା ଜିଲ୍ଲା ସଦରମହକୁମା ଠାରେ  ଆଜି ଏକ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ବାଇକ ଆରୋହୀ ଟ୍ରକ କୁ ଅତିକ୍ରମ କରୁଥିବା ବେଳେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଚକା ତଳକୁ ପଡ଼ିଯାଇଥିଲ। ବାଇକ୍ ରେ ବସିଥିବା ଅନ୍ୟ ଦୁଇ ଯୁବକମାନେ ଅନ୍ୟତ୍ର ଛିଟିକି ପଡ଼ିବାରୁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ଜଣକ ସିରତୋଲ ଗ୍ରାମର ହିତେଶ ମାଝୀ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking