14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଟ୍ରକ-ବାଇକ ଧକ୍କା: ୩ ମୃତ

ଟ୍ରକ-ବାଇକ ଧକ୍କା: ୩ ମୃତ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରବଳ ଥଣ୍ଡା ଓ କୁହୁଡି । ନୂଆଦିଲ୍ଲୀର ଦେବରିନିଆ ଥାନା ଅଞ୍ଚଳରେ ଟ୍ରକ ବାଇକକୁ ଧକ୍କା ଦେବାରୁ ଜଣେ ବାପା ଏବଂ ଦୁଇ ପୁଅ ଙ୍କ ମୃତ୍ୟୁ ହୋଇଛି । ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘନ କୁହୁଡିରେ ଟ୍ରକ ଉପରେ ନିୟନ୍ତ୍ରଣ ହରାଇ ଏଭଳି ଘଟଣା ଘଟିଥିବା କୁହାଯାଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମୃତଦେହକୁ ଦେଖି ପରିବାରରେ ଉତ୍ତେଜନା ଦେଖାଦେଇଛି । ପୋଲିସ ୩ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଦୁଃଖରେ ଭାଙ୍ଗିପଡିଛନ୍ତି ମୃତକଙ୍କ ପରିବାର ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking