25.1 C
Bhubaneswar
Monday, March 23, 2026
Homeଓଡିଶାମହାନଦୀ ପାଇଁ ଟ୍ରିପଲ ଇଞ୍ଜିନ ତତ୍ପର

ମହାନଦୀ ପାଇଁ ଟ୍ରିପଲ ଇଞ୍ଜିନ ତତ୍ପର

ଭୁବନେଶ୍ୱର: ମହାନଦୀ ବିବାଦକୁ ନେଇ ଛତିଶଗଡ଼଼ ଜଳସମ୍ପଦ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ୨ ରାଜ୍ୟ ମଧ୍ୟରେ ଥିବା ବିବାଦ ତୁଟାଇବାକୁ ଟ୍ରିବ୍ୟୁନାଲ ଗଠନ ହୋଇଛି। ଏବେ ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ସମାଧାନ ପାଇଁ ତତ୍ପର। ଟ୍ରିବ୍ୟୁନାଲ ଗଠନ ପରେ ଏଯାଏଁ ୩୭ ବୈଠକ ହୋଇ ସାରିଛି। ଉଭୟ ରାଜ୍ୟର ହିତକୁ ଦେଖି ବିବାଦର ସମାଧାନ କରାଯିବ। ମହାନଦୀର ଉତ୍ପପ୍ତିସ୍ଥଳରୁ ଶେଷ ପର୍ଯ୍ୟନ୍ତ ପାଣି ପହଞ୍ଚିବାକୁ ଗୁରୁତ୍ୱ ଦିଆଯିବ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରି ସମାଧାନର ବାଟ ବାହାର କରିବେ ବୋଲି ଛତିଶଗଡ଼଼ ଜଳସମ୍ପଦ ମନ୍ତ୍ରୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking