34.1 C
Bhubaneswar
Sunday, March 29, 2026
Homeଓଡିଶାଥାନାରେ ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରି

ଥାନାରେ ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରି

ମୟୂରଭଞ୍ଜ: ମୟୂରଭଞ୍ଜ ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରି ଅଭିଯୋଗ। ଥାନା ପାଇଖାନାରେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଆଦିବାସୀ ମହିଳାଙ୍କୁ ଦେହରେ ମାଡ ମରାଯାଇଥିବା ନେଇ ଏକାଧିକ ଚିହ୍ନ ରହିଛି ।ମହିଳାଙ୍କ ସମ୍ବେଦନଶୀଳ ସ୍ଥାନରେ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ ଆଦିବାସୀ ମହିଳା।ମହୁଲି ବିକିବା ଅଭିଯୋଗରେ ଅବକାରୀ ପୁଲିସ ମହିଳାଙ୍କ ଘରେ ଚଢ଼ାଉ କରିଥିଲା । ପରେ ତାଙ୍କୁ ଥାନା ହାଜତକୁ ନେଇ ମାଡ଼ ମରାଯାଇଥିଲା ବୋଲି ଲିଖିତ ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking