23.6 C
Bhubaneswar
Monday, March 17, 2025
Homeଓଡିଶାହୋଲି ଖେଳିବା ବେଳେ ଗୋଷ୍ଠୀ ସଂଘର୍ଷ

ହୋଲି ଖେଳିବା ବେଳେ ଗୋଷ୍ଠୀ ସଂଘର୍ଷ

କଟକ : କଟକରେ ହୋଲି ଖେଳିବା ସମୟରେ ଗୋଷ୍ଠୀ ସଂଘର୍ଷ ହୋଇଛି ।  ହୋଲିରେ କଟକ ଜଗତପୁରର ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଛି । ପରସ୍ପରକୁ ଢେଲା , ପଥର ମାଡ କରିଥିବା  ଅଭିଯୋଗ ହୋଇଛି । ଜଗତପୁରର ବିଜୁ କଲୋନୀ ଓ ହରିଜନ ସାହି ମଧ୍ୟରେ  ସଂଘର୍ଷ ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆୟତ୍ତ କରିଛି । ପଥର ମାଡରେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ୨ ଜଣ ଆହତଙ୍କୁ କଟକର ସଦଗୁରୁ ହସ୍ପିଟାଲରେ ଚିକିତ୍ସା କରାଯାଉଚି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking