30.1 C
Bhubaneswar
Sunday, March 23, 2025
Homeଓଡିଶାଲଣ୍ଡା ପାହାଡରେ  ଲାଗିବ ଗଛ : ମନ୍ତ୍ରୀ

ଲଣ୍ଡା ପାହାଡରେ  ଲାଗିବ ଗଛ : ମନ୍ତ୍ରୀ

ଭୁବନେଶ୍ୱର : ଲଣ୍ଡା ପାହାଡରେ  ଲାଗିବ ଗଛ । ଏନେଇ ବନ ଦିବସରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଲଣ୍ଡା ପାହାଡରେ ଗଛ ଲଗାଇବାକୁ ବନବିଭାଗର ଯୋଜନା ରହିଛି । ବର୍ଷକରେ ମା ନାଁରେ ଗଛରେ ୫.୬ କୋଟି  ଚୋରା ଚାଲିଛି । ରାଜ୍ୟରେ ୩ ବର୍ଷରେ ୫୫୮ ହେକ୍ଟର ଜଙ୍ଗଲ ବଢିଛି । ଉପୁଡି ଯାଇଥିବା ଗଛ ପୁନରୁଦ୍ଧାର ପାଇଁ ଯୋଜନା ଚାଲିଛି । ପ୍ରତି ବ୍ୟକ୍ତି ୫ଟି ଗଛ ଲଗାଇବାକୁ ଆହ୍ୱାନ କଲେ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking