କଟକ : କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ଘଟଣା । ପୀଡିତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଅଧିକ ପରୀକ୍ଷା କରାଯିବ । ପ୍ରଥମେ କଟକ ଶିଶୁ ଭବନରେ ଭ୍ତ୍ତି କରାଯାଇଥିଲା । ଏହିପରିପ୍ରକ୍ଷୀରେ କମିଶନରେଟ ପୋଲିସ ତତ୍ପରତା ଦେଖାଇଛି ୩ଟି ଟିମ ଗଠନ କରିଥିଲା । ପୋଲିସ ବିଭିନ୍ନ ଅଞ୍ଚଳରେ ରେଡ କରିଛି ।ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । କମିଶନରେଟ ପୋଲିସ ଅଭିଯୁକ୍ତକୁ ଧରି ବଡ ସଫଳତା ମିଳିଛି । ଏହା ସହିତ ପୋକସୋ ଆକ୍ଟ ଆଧାରରେରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଜଣଙ୍କ ଝାଡଖଣ୍ଡରବାସିନ୍ଦା ବୋଲି ଜଣାପଡିଛି ।