17.1 C
Bhubaneswar
Tuesday, December 9, 2025
Homeଓଡିଶାମାର୍ଗଦର୍ଶିକା ଅନୁସାରେ ଅଳଙ୍କାର ସ୍ଥାନାନ୍ତର

ମାର୍ଗଦର୍ଶିକା ଅନୁସାରେ ଅଳଙ୍କାର ସ୍ଥାନାନ୍ତର

ଭୁବନେଶ୍ୱର: ମାର୍ଗଦର୍ଶିକା ଅନୁସାରେ  ଅଳଙ୍କାର ସ୍ଥାନାନ୍ତର । ମହାପ୍ରଭୁଙ୍କ  ରତ୍ନ ଅଳଙ୍କାର ସ୍ଥାନାନ୍ତର ବୈଠକ ପରେ ଜିଲ୍ଲାପାଳ ପ୍ରତୀକ ସିଂ ସୂଚନା ଦେଇଛନ୍ତି। କହିଛନ୍ତି, ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସ୍ଥାନାନ୍ତର କରାଯିବ ଅଳଙ୍କାର । ସକାଳ ୧୦ଟାରୁ ଭକ୍ତଙ୍କ ପ୍ରବେଶ ଉପରେ  କଟକଣା ରହିବ । ଭକ୍ତ ଉତ୍ତରଦୁଆର ଦେଇ ମହାପ୍ରସାଦ ପାଇଁ ଆନନ୍ଦବଜାର ଯାଇପାରିବେ ।  କେବଳ ପାଳିଆ ସେବକ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ  ରହିବ ଶ୍ରୀମନ୍ଦିର । ପାଳିଆ ସେବକ ଓ ୧୧ ଜଣିଆ ଟିମ ସଦସ୍ୟ  ପାସ ଦେଖାଇ ଭିତରକୁ ଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking