16.1 C
Bhubaneswar
Thursday, February 5, 2026
Homeଓଡିଶା୨୩ରେ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର:ମନ୍ତ୍ରୀ

୨୩ରେ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର:ମନ୍ତ୍ରୀ

ଭୁବନେଶ୍ବର: ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକ ବସିଥିଲା। କମିଟି ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି ଯେ, ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାରର ସିନ୍ଧୁକକୁ ରତ୍ନଭଣ୍ଡାର ଭିତରକୁ ସ୍ଥାନାନ୍ତର କରାଯିବ। ନ ହେଲେ ୨୪ ତାରିଖରେ ହେବ। ସେହିପରି ଧାଡି ଦର୍ଶନ ପାଇଁ ହୁଣ୍ଡି ସ୍ଥାନାନ୍ତର ପାଇଁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ହୁଣ୍ଡି ସ୍ଥାନାନ୍ତର ପରେ ଧାଡି ଦର୍ଶନର ଟ୍ରାଏଲ୍ ରନ୍ ହେବ। ଏଥିରେ ସୁବିଧା ଅସୁବିଧାକୁ ଅନୁଧ୍ୟାନ କରି ସ୍ଥାୟୀ ଧାଡି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking