21.1 C
Bhubaneswar
Monday, December 8, 2025
Homeଓଡିଶା୨୦ରୁ ବୌଦ୍ଧ ଜିଲ୍ଲାକୁ ଗଡିବ ଟ୍ରେନ

୨୦ରୁ ବୌଦ୍ଧ ଜିଲ୍ଲାକୁ ଗଡିବ ଟ୍ରେନ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବୌଦ୍ଧ ଜିଲ୍ଲାକୁ ଗଡିବ ଟ୍ରେନ । ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ପ୍ରଥମ ପଯ୍ୟାୟରେ ବୌଦ୍ଧ ଜିଲ୍ଲାକୁ ଗଡିବ ୩ଟି ଟ୍ରେନ ।  ପ୍ରତିଦିନ ବଲାଙ୍ଗିର – ସୁବଣ୍ଣପୁର ପାସେଞ୍ଜର ଟ୍ରେନ ଚାଲିବ ।  ୨ଟି ସାପ୍ତାହିକ ଟ୍ରେନ ବୌଦ୍ଧ – ଭୁବନେଶ୍ୱର, ବୌଦ୍ଧ – ସମ୍ବଲପୁର ଚାଲିବ । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking