ବାଲେଶ୍ୱର: ହେଡଫୋନ ଦେଇ କଥା ହେଉଥିବା ବେଳେ ମାଡିଗଲା ଟ୍ରେନ । ଟ୍ରାକ ଉପରେ କଥା ହେଉଥିବା ବେଳେ ମାଡିଗଲା ଟ୍ରେନ । ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଏହି ଆଭାବନୀୟ ଘଟଣା ଘଟିଛି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସହଦେବଖୁଣ୍ଟା ପୋଲିସ ଏବଂ ଆରପିଏଫ ମିଳିତ ଭାବେ ଛାନଭିନ କରୁଛନ୍ତି ।