29.1 C
Bhubaneswar
Sunday, February 8, 2026
Homeଓଡିଶାରାଜଭବନ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ୧ ମୃତ, ୨ଗୁରୁତର

ରାଜଭବନ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ୧ ମୃତ, ୨ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାଜଭବନ ଛକରେ ଦୁଇ ବାଇକ ଚାଳକଙ୍କୁ ପିଟିଛି କାର୍ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking