ଭୁବନେଶ୍ୱର: ଅମାନିଆ ଗାଡି ଚାଳକଙ୍କ ଉପରେ କଡା ନଜର ରଖାଯାଇଛି । ଟ୍ରାଫିକ ଚେକିଂ କଡାକଡି କରାଯାଇଛି । ପ୍ରତିଦିନ ୧୮ ଶହରୁ ଅଧିକ ଚାଲାଣ ଏଆଇ କ୍ୟାମେରା ଯୋଗେ କଟୁଛି । ପ୍ରତିଦିନ ପ୍ରାୟ ୧୮ ଲକ୍ଷ ଟଙ୍କାର ଚାଲାଣ କଟୁଛି । ଏନେଇ ଟ୍ରାଫିକ ଡିସିପି ତପନ କୁମାର ମହାନ୍ତି ସୂଚନା ଦେଇଛନ୍ତି ।