14.1 C
Bhubaneswar
Tuesday, January 13, 2026
Homeଓଡିଶାନୌସେନା ଦିବସ ପାଇଁ  ଟ୍ରାଫିକ  କଟକଣା

ନୌସେନା ଦିବସ ପାଇଁ  ଟ୍ରାଫିକ  କଟକଣା

ପୁରୀ :  ନୌସେନା ଦିବସ ପାଇଁ ପୁରୀରେ ଟ୍ରାଫିକ କଟକଣା । ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନ ପାଇଁ  ରହିଛି   ସ୍ୱତନ୍ତ୍ର ମାର୍ଗ । ମାଳତିପାଟପୁରଠାରୁ ଗ୍ରୀଡଷ୍ଟେସନ ଦେଇ ତାଳବଣିଆ ଯିବ ଗାଡି । ଦୁଇ ଚକିଆ ଯାନ  ମଙ୍ଗଳାହାଟ ବାଇପାସ ଦେଇ ଷ୍ଟଲିଂ ଯାଏ ଯିବ । କୋଣାର୍କ ପଟୁ ଆସୁଥିଲେ ତାଳବଣିଆରେ ଗାଡି ପାର୍କିଂ ବ୍ୟବସ୍ଥା ରହିବ । ବ୍ରହ୍ମଗିରିରୁ ଆସୁଥିଲେ  ଷ୍ଟଲିଂ ନିକଟରେ ଗାଡି ରଖିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking