21.1 C
Bhubaneswar
Friday, February 6, 2026
Homeଓଡିଶାଡମଣା ଛକରେ ଟ୍ରାଫିକ୍ ଜାମ୍

ଡମଣା ଛକରେ ଟ୍ରାଫିକ୍ ଜାମ୍

ଭୁବନେଶ୍ୱର: ଜାତୀୟ ରାଜଧାନୀରେ ଟ୍ରାଫିକରେ ଅବ୍ୟବସ୍ଥା । ଭୁବନେଶ୍ୱର ଡମଣା ଛକରେ ସାଂଘାତିକ ଟ୍ରାଫିକ୍ ଜାମ୍ ଥିବା ନେଇ ଖବର ସାମ୍ନାକୁ ଆସିଛି । ଦୀର୍ଘ ୧ କିମି ପର୍ଯ୍ୟନ୍ତ ଭିଡରେ ଫସିଛନ୍ତି ଲୋକେ । ଜରୁରୀ କାମରେ ଯାଉଥିବା ଲୋକେ ହନ୍ତସନ୍ତ ହୋଇଛନ୍ତି । ରବିବାର ଛୁଟୁ ଥିବା ସତ୍ତ୍ୱେ ଟ୍ରାଫିକ୍‌ରେ ଅବ୍ୟବସ୍ଥାକୁ ନେଇ ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking