27.1 C
Bhubaneswar
Monday, March 30, 2026
Homeଓଡିଶାଏଣିକି ଏଫଏମ ରେଡିଓରେ ଟ୍ରାଫିକ ସୂଚନା

ଏଣିକି ଏଫଏମ ରେଡିଓରେ ଟ୍ରାଫିକ ସୂଚନା

ଭୁବନେଶ୍ୱର: ଏଣିକି ଏଫଏମ ରେଡିଓରେ ଶୁଣିବେ ଭୁବନେଶ୍ୱର ଟ୍ରାଫିକ ସମ୍ବନ୍ଧୀୟ ସୂଚନା । ଟ୍ରାଫିକ ସ୍ଥିତି ନେଇ ଅପଡେଟ ଦେବ କମିସନରେଟ ପୋଲିସ । ସମସ୍ତ ଏଫଏମ ଚ୍ୟାନେଲ ସହ ଆଲୋଚନା କରିଛି କମିଶନରେଟ ପୋଲିସ । ଟ୍ରାଫିକ ପୋଲିସ ସହ ସେମାନେ ମିଶି କାମ କରିବେ । ଟ୍ରାଫିକ ପରିଚାଳନାକୁ ସୁଦୃଢ  ପାଇଁ ଏଭଳି ପଦକ୍ଷେପ ନେଇଛି  ପୋଲିସ । ଆଗକୁ ପାର୍ବଣ ଆସୁଥିବାରୁ ରାସ୍ତା ଜାମର ତଥ୍ୟ ଦେବ ଏଫଏମ ରେଡିଓ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking