32.1 C
Bhubaneswar
Sunday, June 1, 2025
Homeଓଡିଶାଟ୍ରେଡିଙ୍ଗ ନାଁରେ ଟଙ୍କା ଲୁଟ: ଆସାମରୁ  ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା

ଟ୍ରେଡିଙ୍ଗ ନାଁରେ ଟଙ୍କା ଲୁଟ: ଆସାମରୁ  ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା

ଭୁବନେଶ୍ୱର: ସେୟାର ମାର୍କେଟ ଟ୍ରେଡିଙ୍ଗ  ନାଁରେ  କୋଟି କୋଟି ଟଙ୍କା ଲୁଟ ହୋଇଛି । ଆସାମରୁ  ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ  ତ୍ରିପାଠୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ। ଆସାମ ତେଜପୁରରୁ ଅଭିଯୁକ୍ତକୁ ଗିରଫ କରିଛି ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଥିଲେ ଦେବୋଜିତ ତ୍ରିପାଠୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବାର ରହିଛି ଅଭିଯୋଗ । ତେବେ ବର୍ତ୍ତମାନର ଯୁବପିଢ଼ିଙ୍କୁ ରାତାରାତି କୋଟିପତି ହେବାର ନିଶା ଘାରିଛି । ସେହିଭଳି କିଛି ବ୍ୟକ୍ତିଙ୍କୁ ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟ୍ କରନ୍ତି ଏହି ଟ୍ରେଡିଂ ଲୁଟେରା । ତାଙ୍କ ନାଁରେ ଏତେଲା ପରେ ଶେଷରେ ଗିରଫ ହୋଇଛନ୍ତି ଏହି ଲୁଟେରା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking