17.1 C
Bhubaneswar
Wednesday, February 4, 2026
Homeଓଡିଶାଟ୍ରାକ୍ଟର - ବାଇକ ଧକ୍କା: ୨ ମୃତ

ଟ୍ରାକ୍ଟର – ବାଇକ ଧକ୍କା: ୨ ମୃତ

ବାଲୁଗାଁ: ବାଲୁଗାଁରେ ଭୟଙ୍କର ସଡକ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର। ଏହି ଦୁର୍ଘଟଣାରେଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ବାଣପୁର-ବାଲୁଗାଁ ରାସ୍ତା କୋସରଡା ନିକଟରେ ଦୁର୍ଘଟଣା ଏହି ଦୁର୍ଘଟଣା ଘଟିଛିତେବେ ଏପର୍ଯ୍ୟନ୍ତ ଖ୍ରିବି ପରିଚୟ ମିଳିପାରିନାହିଁ। ଗୁରୁତର ଯୁବକଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛିଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ଦୁର୍ଘଟଣଟି ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking