17.1 C
Bhubaneswar
Thursday, December 18, 2025
Homeଓଡିଶାସମୂଦ୍ରରେ ବୁଡି ପର୍ଯ୍ୟଟକ ମୃତ

ସମୂଦ୍ରରେ ବୁଡି ପର୍ଯ୍ୟଟକ ମୃତ

ଜଳେଶ୍ୱର: ଜଳେଶ୍ୱରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଉଦୟପୁର ବେଳାଭୂମିରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକଙ୍କୁ ପରିବାର ଲୋକେ ଛାଡି ପଳାଇଥିବା ନେଇ ସୂଚନା ମିଳିଛି । ମୃତଦେହକୁ ଜଗିଛି ମେରାଇନ ଥାନା ପୋଲିସ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ମେରାଇନ ଥାନା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking