ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ । ଯେଉଁମାନେ ବେଆଇନ ଭାବେ କ୍ୱାର୍ଟର୍ସ ମାଡି ବସିଛନ୍ତି , କାଲି ବିଦା ହେବେ । ଆଜି ସରୁଛି ନୋଟିସର ଡେଡଲାଇନ , କାଲି ପୋଲିସର ଉଚ୍ଛେଦ କରିବ । ଏନେଇ ସୂଚନା ଦେଲେ ଏସିପି ଜୋନ- ୫ ବିଶ୍ୱ ରଞ୍ଜନ ସେନାପତି । ବସ୍ତି କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ଟିକେ ସମୟ ଲାଗିବ । ଅଣଛାତ୍ରଙ୍କୁ ବିଦା ପରେ ଏବେ କ୍ୱାର୍ଟର୍ସ କ୍ଲିନ ପାଇଁ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ନିଆଯିବ ।










