20.1 C
Bhubaneswar
Sunday, December 21, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମତି କଟିବ, ଆସନ୍ତୁ ଜାଣିବା….

ମେଷ : ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ସମସ୍ୟା ରହିବ ନାହିଁ। ତ୍ୟାଗଶୀଳ ଓ ନିତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରେ। ଚଂଚଳମନା ହେବେ। କୀର୍ତିମାନ ହେବେ।

ବୃଷ : ଆଜି ରୋଜଗାର ଆଶାନୁରୂପ ହେବ। ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍ ହେବେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ : ପିତାଙ୍କ ସ୍ୱାସ୍ଥ୍ର ପାଇଁ ବିବ୍ରତ ହୋଇପାରନ୍ତି। ପଥରୋଧର ସମ୍ମୁଖିନ ହେବେ। ଗୃହରେ ଶୁଭ ମାଙ୍ଗଲ୍ୟ କାର୍ଯ୍ୟ ହୋଇପାରେ। ମଧୁର କଥା କହି ପରକୁ ଆପଣାର କରିପାରିବେ।

କର୍କଟ : ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମାନ୍ୟତା ପ୍ରାପ୍ତ ହେବେ। ସରକାରୀ ସ୍ତରରୁ ଅର୍ଥ ସମ୍ମାନ ସବୁକିଛି ମିଳିବ। ମନ ପ୍ରସନ୍ନ ରହିବ।

ସିଂହ : ଆଜି କର୍ମ ଅନୁସାରେ ଫଳପ୍ରାପ୍ତି ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଦେବ ଦର୍ଶନ କରି ଆତ୍ମ ତୃପ୍ତି ପାଇବେ। ଧନ, ଯନ ଗୋପ ଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବ। ସରକାରୀ ଅର୍ଥ ମିଳିବ। ଉତମ ଗୁଣର ଅଧିକାରୀ ହେବେ।

କନ୍ୟା : ଭାଗ୍ୟର ପରିବର୍ତନ ଘଟିବ। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗୀତାରେ ବିଜୟୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ଉଦଯୋଗୀ ହେବେ।

ତୁଳା : ଆବଶ୍ୟକ ସାହାଯ୍ୟ ମିଳିବ। ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହୋଇପାରନ୍ତି। ବ୍ୟବସାୟରୁ ଲାଭ ମିଳିପାରେ। ଚନ୍ଦ୍ର ଭୋଗ ହେଉଥିବାରୁ ଅର୍ଥ ଅନାଟନର ସମ୍ମୁଖିନ ହେବେ। ଯାନବାହାନରେ ସତର୍କ ରହିବେ।

ବିଛା : ଧନ ସମ୍ପଦ ବୃଦ୍ଧି ପାଇବ। ଚନ୍ଦ୍ର ଭୋଗ ହେଉଥିବାରୁ ଶୁଭ କାର୍ଯ୍ୟରୁ ବିରତ ହେବେ। ବନ୍ଧୁ ସହାୟତା ପାଇ ଆଶ୍ୱସ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ମହିଳାଙ୍କ ଦ୍ୱାରା ଉପକୃତ ହେବେ।

ଧନୁ : ପ୍ରାୟ ପତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହୋଇପାରନ୍ତି। ସତଚିନ୍ତା ଧାରା ନେଇ କାର୍ଯ୍ୟ ସଂପାଦାନ କରିବେ। ସତସଙ୍ଗୀ ହୋଇପାରନ୍ତି। କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସା ପାଇବେ। ସୁସ୍ଥ ଓ ନିରାମୟ ରହିବେ।

ମକର : ଶତ୍ରୁତାରୁ ଉଦ୍ଧୁରୀ ଯାଇପାରନ୍ତି। ଯୁକ୍ତି ତର୍କରେ ଭାଗ ନନେଇ ନିରବ ଭାବ ପଦର୍ଶନ କରିପାରନ୍ତି। ସ୍ଥିତି କରୁଣ ରହିବ। ଚିନ୍ତାଧାରା ବକ୍ଷିପ୍ତ ହୋଇପାରେ। ଶରୀର ସୁସ୍ଥ ରହିବ। ବଳଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ।

କୁମ୍ଭ : କାର୍ଯ୍ୟରେ ନୂଆ ଚିନ୍ତାଧାରା ପ୍ରୟୋଗ କରିପାରନ୍ତି। ଉତମ ଭୋଜନରେ ଆପ୍ୟାୟତ ହେବେ। ସର୍ବସୌଖ୍ୟ ଲାଭ କରିପାରନ୍ତି। ନୀତିଜ୍ଞ ବିଚକ୍ଷଣ ହେବେ। ବିଦ୍ୟା ରୂପକ ମହାଧନ ଅର୍ଜନ କରି ତା’ର ପରିପ୍ରକାଶ ଘଟାଇପାରନ୍ତି। ଶତ୍ରୁକୁ ବିନାଶ କରିପାରନ୍ତି।

ମୀନ : ସମ୍ମାନୀତ ହୋଇପାରନ୍ତି। ଶୁଭ ସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ମନ ପ୍ରସନ୍ନ ରହିିବ। କାର୍ଯ୍ୟକ୍ଷେତ୍ର ଉତ୍ସାହ ବୋଧ ହୋଇପାରେ। ଶୟନ ସୁଖ ମିଳିବ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking